30+ love shayari odia | Romantic Love quotes in odia 2022

In this post we have shared you the best love shayari odia. Here you get the Best Collections of WhatsApp Status Image in Odia Love quotes And love odia shayari. And through these quotes you can share your thought and feelings with your special one.

On this website, you can also get Odia love quotes First love odia love quotes and many more quotes & status

କୋଟିଏ ତରାରେ ତୁ ଗୋଟିଏ ଜହ୍ନ ମୋ ଛାତିରେ ତୁ କରିଛୁ ଚିହ୍ନ, ଥରେ ମତେ ଖାଲି ଦେଇଦେ ମନ, ଭଲପାଇବି ତତେ ସାରାଜୀବନ

ସରଗର ପରି ରାଜକୁମାରୀ ମୋ ସାଗରର ତୁ ମୁକ୍ତା ହୁଦୟର ରାଣୀ ଅଟୁ ତୁ ମୋର ତତେ ଭାବି ଲେଖେ ମୁଁ କବିତା

ମୋ ଛାତିରେ ସ୍ପନ୍ଦନ ହୁଏ ଯେତିକି ଥର ପ୍ରିୟା ତୁମେ ମନେପଡ଼ ସେତିକି ଥର

ତୁମେ ମୋ ପ୍ରେମ,ତୁମେ ମୋ ସ୍ୱପ୍ନ ତୁମେ ମୋ ଅଭିମାନ ଆଉ ତୁମେ ମୋ ପ୍ରେମ

ତୁମେ ଅନୁଭବ ବି କରିପାରିବନି ମୁଁ ତୁମକୁ କେତେ ଭଲପାଉଛି, ବାସ୍ ଏହି ରୋଗ ଦିନକୁ ଦିନ ବଢି ଚାଲିଛି

ଏବେ ଆଉ କିଛି ଖାସ୍ ଲାଗୁନି, ତୁମ ଛଡା କିଛି ଭଲ ଲାଗୁନି

ମୁଁ ତୁମର ପ୍ରଥମ ପ୍ରେମ ହୋଇନଥାଇ ପାରେ , କିନ୍ତୁ ମୁଁ ତୁମର ଶେଷ ପ୍ରେମ ହେବାକୁ ଚାହୁଁଛି

କେତେ ଅଧୁରା ଲାଗେ ନା ଯେତେବେଳେ ଆକାଶ ରେ ଜହ୍ନ ନଥାଏ, ଠିକ୍ ସେମିତି ଏ ଜୀବନଟା ଅଧୁରା ଲାଗେ ଯେତେବେଳେ ତମେ ନଥାଅ

ହୃଦୟରୁ ସୃଷ୍ଟି ହୋଇଥିବା ସମ୍ପର୍କରେ ଅଭିମାନ ଥାଏ ସତ ହେଲେ କେତେ ବି ଭୁଲ୍ କଲେ ମଧ୍ୟ୍ୟ ସେ ସମ୍ପର୍କରେ ଜଣେ ଜଣକୁ ଆପଣେଇ ନିଅନ୍ତି

ପ୍ରେମ ଅଢେଇ ଅକ୍ଷର ର ମିଳନରେ ନୁହେଁ , ଦୁଇଟି ସୁନ୍ଦର ହୃଦୟର ମିଳନରେ ହୋଇଥାଏ

Aneka dinaru pau thili bhala Mun kahiparu nathili taku, Aaji jetebele kahibaku gali Janili se bhala pauchhi aau kahaku

Prema Akdhei Akharara Milanare Nuha, Duiti Sundar Hrudayara Milanare Hoithae.

କିଛି ଲୋକ ଆମ ଜୀବନରେ ସୁଗନ୍ଧ ପରିହୋଇଥାନ୍ତି ସେ ଆମ ଜୀବନକୁ ଆସିବା ମାତ୍ରେ ଆମ ଜୀବନ ମହକି ଯାଏ

ଗୋଟେ ସମ୍ପର୍କ ଗଢିବା ବଡ଼ କଥା ନୁହେଁ , ସେ ତ ଗୋଟେ ମହୂର୍ତ୍ତ ରେ ଗଢି ହୋଇଯାଏ କିନ୍ତୁ ସମ୍ପର୍କକୁ ସମ୍ଭାଳି ରଖିବା ବଡ଼କଥା ସେଥିପାଇଁ ସାରାଜୀବନ ବି କମ୍ ପଡ଼ିଯାଏ

ପ୍ରତେକ ନାରୀ ନିଜ ଜୀବନରେ ଗୋଟେ ଏମିତି ପୁରୁଷ ଚାହିଁଥାଏ , ଏ ତାକୁ ବୁଝିପାରୁଥିବ ଆଉ ଜୀବନରେ ତା ଚଲାପଥର ସାଥି ହୋଇ ନୁହେଁ ଛାଇ ପରି ସାଙ୍ଗରେ ରହୁଥିବ